ଓଲଟ (ଇତ୍ୟାଦି) Olaṭa (etc)
- ଦେ. ବି. ଓ ବିଣ — ଉପର ପାଖ ତଳକୁ ଓ ତଳ ପାଖ ଉପରକୁ କରା ଯାଇଥିବା — Inverted
- ଦେ. ବି. ଓ ବିଣ — ବିପରୀତ — Opposite; contrary
- ଦେ. ବି. ଓ ବିଣ — (ମନ୍ଦାର୍ଥ) ଅବିଚାର ଓ ଅନ୍ୟାୟପୂର୍ଣ୍ଣ — Full of injustice and wrong
- ଦେ. ବି. ଓ ବିଣ — (ଯଥା—ଓଲଟ କାଳ।)
- ଦେ. ବି. ଓ ବିଣ — ପ୍ରତିକୂଳ — Unfavourable