ଏକା କରି Ekā kari

  • ଦେ. କ୍ରି. ବିଣ — ଏକଜଣକୁ ମାତ୍ର; ଏକାକେ — Alone; to one person only
  • ଦେ. କ୍ରି. ବିଣ — ଯୁଧିଷ୍ଠିଙ୍କି ବିଦୁର କହିଲେ ଏକା କରି। ସାରଳାମହାଭାରତ. ଉଦ୍ଯୋଗ।