ଏକାଏକା Ekāekā

  • ଦେ. କ୍ରି. ବିଣ (ସଂ. ଏକାକୀ) — ଏକାକୀହୋଇ; ଜଣେ ମାତ୍ର — Alone; singly
  • ଦେ. କ୍ରି. ବିଣ (ସଂ. ଏକାକୀ) — ହଠାତ୍ — All at once
  • ଦେ. କ୍ରି. ବିଣ (ସଂ. ଏକାକୀ) — ସିଧାଏ ସିଧାଏ — Direct; right; Straightway
  • ଦେ. ବିଣ — ଏକାକୀ — Single; solitary