ଏକାଏକି Ekāeki

  • ଦେ. କ୍ରି. ବିଣ (ସଂ. ଏକାକୀ) — ଏକାକେ — Alone
  • ଦେ. କ୍ରି. ବିଣ (ସଂ. ଏକାକୀ) — ଅଭିନ୍ନରୂପେ — Without any distnction
  • ଦେ. କ୍ରି. ବିଣ (ସଂ. ଏକାକୀ) — ନୀଳ ଜୀମୂତେ ତଡିତକି, ଜଡି ହୋଇଛି ଏକାଏକି। ଯଶୋବନ୍ତ ପ୍ରେମଭକ୍ତି. ବ୍ରହ୍ମଗୀତା।