ଏକା କଡ଼କେ Ekā kaṟḍ̠ake

  • ଦେ. କ୍ରି. ବିଣ — ଏକ ପାର୍ଶ୍ୱରେ (ଶୋଇ); ଗୋଟିଏ କଡ଼ ମାଡ଼ି (ଶୋଇ) — Lying on one side; sidewise
  • ଦେ. କ୍ରି. ବିଣ — (ଯଥା—କାଲି ରାତି ଅନିଦ୍ରା ହୋଇଥିବାରୁ ଆଜି ମୁଁ ଏକାକଡ଼କେ ଶୋଇ ପଡ଼ିଲି।)