ଏକା Ekā

  • ସଂ. ବିଣ. ସ୍ତ୍ରୀ. (ଏକ+ଆ) — ଏକର ସ୍ତ୍ରୀଲିଙ୍ଗ — Feminine of eka
  • ଦେ. ବିଣ (ସଂ. ଏକାକୀ) — ଏକାକୀ; ଏକୁଟିଆ — Single; solitary
  • ଦେ. ବିଣ (ସଂ. ଏକାକୀ) — ଯାହା ବେଣୁ ଶୁଣ ଏକା ଧାଇଁ ନିଶୀଥରେ। କବିସୂର୍ଯ୍ୟ. ସଙ୍ଗୀତ।
  • ଦେ. ବିଣ (ସଂ. ଏକାକୀ) — ଅସହାୟ — Helpless
  • ଦେ. ବିଣ (ସଂ. ଏକାକୀ) — ଏକମାତ୍ର (ବ୍ୟକ୍ତି) — Alone
  • ଦେ. ବିଣ (ସଂ. ଏକାକୀ) — ଏକା କାଳି ଗାଈ ଲାଗ ଗୋଠ—ଢଗ।
  • ଦେ. ବିଣ (ସଂ. ଏକାକୀ) — ଏକସମାନ — Equal; same
  • ଦେ. ବିଣ (ସଂ. ଏକାକୀ) — ଜେମାଙ୍କ ଆକାର ଜେମା ବେଶଭୂଷା ସମସ୍ତ ଅଟଇ ଏକା। ରାଧାନାଥ—ପାର୍ବତୀ।
  • ଦେ. ବି — ଜଣେ ମାତ୍ର — One person only
  • ଦେ. ବି — ଗଞ୍ଜପା ବା ତାସ ଖେଳରେ ଏକଟିପବିଶିଷ୍ଟ ସାର — Card with one point only
  • ଦେ. ଅ — ଏକମାତ୍ର — Alone; only; merely
  • ଦେ. ଅ — ଏକା ମାଧିଆ ବାଇଶି ପଳ—ଢଗ।