ଏକଭୁକ୍ତ

  • ସଂ. ବିଣ. (ଏକ+ଭୁକ୍ତ) — ଯେ ଥରେ ମାତ୍ର ଖାଇଅଛି — One who has taken one meal only
  • ସଂ. ବିଣ. (ଏକ+ଭୁକ୍ତ) — ଏକତ୍ରିତ — Collected; gethered
  • ସଂ. ବିଣ. (ଏକ+ଭୁକ୍ତ) — ଶ୍ରେଣୀକୃତ — Classified
  • ସଂ. ବିଣ. (ଏକ+ଭୁକ୍ତ) — ସଂଯୁକ୍ତ — United