ଏକମାଟିଆ Ekamāṭiā
- ଦେ. ବିଣ. (ସଂ. ଏକ+ମୃତ୍ତିକା) — ଦେବୀ ମୂର୍ତ୍ତିର ପ୍ରଥମ ନଡ଼ା ବା କନା ବନ୍ଧା ହୋଇ— ଥିବା ରୂପ ଉପରେ ପ୍ରଥମ ବୋଳ କାଦୁଅ ଲିପା ହୋଇଥିବା (ମୂର୍ତ୍ତି); ମୋଟା ମୋଟି ହୋଇ ଗଢ଼ା ଯାଇ— ଥିବା (ରୂପ) — With the first layer of mud applied to the straw-frame of an image; roughly fashioned (image to be finished afterwards)