ଏକଭକ୍ତି Ekabhakti

  • ସଂ. ବି. (ଏକ+ଭକ୍ତି) — ଅଚଳା ଭକ୍ତି; ଅଟଳା ଭକ୍ତ — Unserving devotion
  • ସଂ. ବିଣ. — ଈଶ୍ୱରଙ୍କଠାରେ ଅଟଳ ବିଶ୍ୱାସୀ — Firmly devoted to God; a sincere devotee
  • ସଂ. ବିଣ. — ସ୍ୱଧର୍ମରେ ଏକାନ୍ତ ବିଶ୍ୱାସଯୁକ୍ତ — Firmly attached to one's own faith