ଏକଭାବ Akabhāba

  • ସଂ. ବି. — ଉଦ୍ଦେଶ୍ୟର ଏକତା — Unity of purpose
  • ସଂ. ବି. — ଏକ ପ୍ରକାର ବା ଅବସ୍ଥା — One state
  • ସଂ. ବି. — ମନର ଏକ ଭାବ — One feeling
  • ସଂ. ବି. — ଐକ୍ୟ; ଅଟଳତା — Uniformity; steadiness
  • ସଂ. ବି. — ସମାନ ପ୍ରକାର ମନୋଭାବ — Similar thought
  • ସଂ. ବିଣ. — ଏକ ଅବସ୍ଥାପନ୍ନ; ଏକ ଭାବାପନ୍ନ — Of one state or mood
  • ସଂ. ବିଣ. — ଘନିଷ୍ଠ — Intimate
  • ସଂ. ବିଣ. — ଏକ ଉଦ୍ଦେଶ୍ୟରେ ନିଯୁକ୍ତ — Engaged in the same design; working at one purpose