ଏକମନେ Ekamane

  • ଦେ. ଅ — ନିବିଷ୍ଟ ଚିତ୍ତରେ; ଏକାନ୍ତ ମନୋଯୋଗ ସହକାରେ — With close attention; very attentively
  • ଦେ. ଅ — ଏକମନେ ଏବେ ଶୁଣିବା ହେ ଦେବରାୟେ। କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ।