ଏକବେଣୀ Ekabenī
- ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ଏକ+ବେଣୀ) — ମୁଣ୍ଡରେ ସମସ୍ତ କେଶକୁ ଏକତ୍ର ଗୋଟିଏ ବେଣୀ କରି କେଶ ବାନ୍ଧିବାର ରୀତି — A mode of tying the hair of the head into a pigtail
- ସଂ. ବିଣ. ସ୍ତ୍ରୀ—(ଏମାନେ ଗୋଟିଏ ମାତ୍ର ବେଣୀ ବାନ୍ଧୁ ଥିବାରୁ) — ବିୟୋଗିନୀ; ଯେଉଁ ସ୍ତ୍ରୀର ପତି ପ୍ରବାସୀ — (a woman) Whose husband is abroad
- ସଂ. ବିଣ. ସ୍ତ୍ରୀ—(ଏମାନେ ଗୋଟିଏ ମାତ୍ର ବେଣୀ ବାନ୍ଧୁ ଥିବାରୁ) — ବିଧବା — Widowed (woman)