ଏକବିଚାର Ekabichāra

  • ଦେ. ବି — ବହୁ ଲୋକଙ୍କର ମତର ଏକତା — Unanimity
  • ଦେ. ବି — ବହୁ ଲୋକଙ୍କର ଏକମାତ୍ର ପରାମର୍ଶ — Unanimous opinion or decision
  • ଦେ. ବିଣ — ଏକମତବିଶିଷ୍ଟ — Unanimous; holding an opinion unanimously or nem con