ଏକବୁଝା Ekabujhā

  • ଦେ. ବିଣ. (ସଂ. ଏକ ଓ ବୋଧ) — ଏକବାଗିଆ; ଅବୁଝା — Pertinacious; obstinate
  • ଦେ. ବିଣ. (ସଂ. ଏକ ଓ ବୋଧ) — ଯେ ଥରେ ଯାହା ବୁଝି ଥାଏ ଆଉ ହଜାରେ କହିଲେ ଅନ୍ୟ କଥା ଶୁଣେ ନାହିଁ — One who firmly adheres to an opinion once formed