ଏକବାତ୍ Ekabāt

  • ଦେ. ବି — ଗୋଟିଏ ମାତ୍ର ପ୍ରତିଜ୍ଞା — One promise only
  • ଦେ. ବି — ଅଟଳ ପ୍ରତିଜ୍ଞା — Inviolable promise
  • ଦେ. ବିଣ — ଯେଉଁ ବ୍ୟକ୍ତିର କଥା ବା ପ୍ରତିଜ୍ଞା ଅଟଳ; ଦୃଢ଼— ପ୍ରତିଜ୍ଞା — Sticking to one opinion, promise or vow