ଏକବାଗେ Ekabāe

  • ଦେ. କ୍ରି. ବିଣ — ଏକପ୍ରକାରରେ — In one way
  • ଦେ. କ୍ରି. ବିଣ — ଏକା ହପ୍ପାକେ — At one stretch
  • ଦେ. କ୍ରି. ବିଣ — ଏକା ଚୋଟେକେ — At one stroke
  • ଦେ. କ୍ରି. ବିଣ — ଏକା ଥରେକେ — At once