ଏକବାକ୍ୟ Ekabākya
- ସଂ. ବି (ଏକ+ବାକ୍ୟ) — ଗୋଟିଏ କଥା — One Word
- ସଂ. ବି (ଏକ+ବାକ୍ୟ) — ଏକ ମାତ୍ର ଜବାବ୍ — One promise
- ସଂ. ବିଣ (ବହୁବ୍ରୀହି) — ଏକମୁଖ; ଯେଉଁ ସମସ୍ତଙ୍କର ଏକ ଉଦ୍ଦେଶ୍ୟ ଥାଏ — (many person) Having the same object in view
- ସଂ. ବିଣ (ବହୁବ୍ରୀହି) — ଏକମତ (ବହୁବ୍ୟକ୍ତି) — Unanimous; of the same opinion
- ସଂ. ବିଣ (ବହୁବ୍ରୀହି) — ଏକ ପରାର୍ମଶରେ ଚାଳିତ — Guided by one advice
- ସଂ. ବିଣ (ବହୁବ୍ରୀହି) — ଯେଉଁ ମାନେ ସମସ୍ତେ ଗୋଟିଏ ମାତ୍ର ମତ ପ୍ରକାଶ କରନ୍ତି — Of one voice