ଏକବସ୍ତ୍ର Ekabastrā
- ସଂ. ବିଣ (ବହୁବ୍ରୀହି; ଏକ+ବସ୍ତ୍ର) — ଯାହାର ଖଣ୍ତିଏ ମାତ୍ର ପରିଧାନବସ୍ତ୍ର ସମ୍ବଳ ଅଟେ; ଯାହାର ଖଣ୍ତିଏ ଲୁଗା ଛଡା ଆଉ ଲୁଗା ନ ଥାଏ — Having a single piece of cloth only for use; having no change of clothes
- ସଂ. ବିଣ (ବହୁବ୍ରୀହି; ଏକ+ବସ୍ତ୍ର) — ଏକକାନିକିଆ; ଯେ ଖଣ୍ତିଏ ମାତ୍ର ଅଧୋବାସ ପନ୍ଧିଥାଏ; ଯାହାର ଉତ୍ତାରୀୟ ବା ଚାଦର ନ ଥାଏ — Wearing one piece of cloth only