ଏକବାର Ekabāra
- ଦେ. ବି (ଫା. ଏକବାରଗୀ) — ଏକଥର; ଥରମାତ୍ର — One time
- ଦେ. ବି (ଫା. ଏକବାରଗୀ) — କୈଣସି ଉପବାସ ଓ ବ୍ରତର ପୂର୍ବ ଦିନ କୃତ୍ୟ— ହବିଷ୍ୟ — Regulation of diet observed on the eve of a religious fast
- ଦେ. ବି (ଫା. ଏକବାରଗୀ) — ସପ୍ତମୀଦିନ ଏକବାର ରାନ୍ଧି ବେଳବୁଡ଼େ ଠା'କୁ ଯାଉଥିଲେ। ଫକୀରମୋହନ. ଛମାଣଆଠଗୁଣ୍ଠ।
- ଦେ. ବି (ଫା. ଏକବାରଗୀ) — ଦେ. ଅ
- ଦେ. ବି (ଫା. ଏକବାରଗୀ) — ଏକାଥରକେ — Once; at once; for once
- ଦେ. ବି (ଫା. ଏକବାରଗୀ) — ହଠାତ୍ — Instantly; suddenly; all at once
- ଦେ. ବି (ଫା. ଏକବାରଗୀ) — ଏକସମୟରେ — At one time
- ଦେ. ବି (ଫା. ଏକବାରଗୀ) — ଏକନିଶ୍ୱାସରେ — At one breath
- ଦେ. ବି (ଫା. ଏକବାରଗୀ) — ସମ୍ପୂର୍ଣ୍ଣରୂପେ — Completely