ଏକପଟିଆ Ekapaṭiā
- ଦେ. ବିଣ (ସଂ. ଏକ ଓ ପଟ୍ଟ ବା ପକ୍ଷ) — ଏକପକ୍ଷାବଲମ୍ବୀ — Attached to one side only
- ଦେ. ବିଣ (ସଂ. ଏକ ଓ ପଟ୍ଟ ବା ପକ୍ଷ) — ଏକୁଟିଆ — Single; Without a second
- ଦେ. ବିଣ (ସଂ. ଏକ ଓ ପଟ୍ଟ ବା ପକ୍ଷ) — ଏକପାଖକୁ ଢଳି ପଡିଥିବା; ଏକପାଖିଆ — Inclined; unbalanced
- ଦେ. ବିଣ (ସଂ. ଏକ ଓ ପଟ୍ଟ ବା ପକ୍ଷ) — ଯୋଡାକ ମଧ୍ୟରୁ ଗୋଟିଏ ରହିଯାଇଥିବା — One remaining or surviving out of a pair
- ଦେ. ବିଣ (ସଂ. ଏକ ଓ ପଟ୍ଟ ବା ପକ୍ଷ) — ଏକତରଫା — One sided; exparte