ଏକପତ୍ନୀବ୍ରତ Ekapatnībrata
- ସଂ. ବି — ଗୋଟିଏ ମାତ୍ର ପତ୍ନୀ ବିବାହ ବା ସହବାସ— କରିବା ବ୍ରତ — The vow of life- long chastity or fidelity to one wife
- ସଂ. ବି — ପ୍ରଥମ ବିବାହିତା ପତ୍ନୀ ମୃତା ହେଲେ ଅନ୍ୟ ପତ୍ନୀ ବିବାହ ନ କରିବା ସଂକଳ୍ପଯୁକ୍ତ ବ୍ରତ — The vow never to marry a second wife