ଏକପଖିଆ Ekapakhiā

  • ଦେ. ବିଣ (ସଂ. ଏକ ଓ ପକ୍ଷ) — ଏକପକ୍ଷ ବା ପନ୍ଦର— ଦିନ ସ୍ଥାୟୀ — Happening for a fortnight; extending over two weeks
  • ଦେ. ବିଣ (ସଂ. ଏକ ଓ ପକ୍ଷ) — ଏକପକ୍ଷାବଲମ୍ବୀ (ବ୍ୟକ୍ତି) — Taking one side only
  • ଦେ. ବିଣ (ସଂ. ଏକ ଓ ପକ୍ଷ) — ଏକମାତ୍ର ପଖା ବା ମୁହଁଥିବା (ଚୁଲି) — Single-faced (oven)