ଏକନିଷ୍ଠା Ekanishṭhā
- ସଂ. ବି. (ଏକ+ନିଷ୍ଠା) — କୌଣସି କାର୍ଯ୍ୟ ପ୍ରତି ଐକା— ନ୍ତିକ ନିଷ୍ଠା — Assiduous following of an aim
- ସଂ. ବି. (ଏକ+ନିଷ୍ଠା) — ତନ୍ମୟତା — Concentrated attention
- ସଂ. ବିଣ. ସ୍ତ୍ରୀ. (ଏକନିଷ୍ଠ+ସ୍ତ୍ରୀ. ଆ) — ଏକନିଷ୍ଠର ସ୍ତ୍ରୀଲିଙ୍ଗ — Feminine of Ekanishṭha