ଏକନିଷ୍ଠ Ekanishṭha

  • ସଂ. ବିଣ. ପୁଂ (ବହୁବ୍ରୀହି; ଏକ+ନିଷ୍ଠା) — ଏକ କାର୍ଯ୍ୟ ପ୍ରତି ନିଷ୍ଠାବାନ୍ — Exclucively bent upon a thing; assiduously pursuing an aim
  • ସଂ. ବିଣ. ପୁଂ (ବହୁବ୍ରୀହି; ଏକ+ନିଷ୍ଠା) — ତନ୍ମୟ — Pursuing an aim with concentrated attention