ଏକପତ୍ନୀ Ekapatnī

  • ସଂ. ବି. ସ୍ତ୍ରୀ (ଏକ+ପତ୍ନୀ) — ଅସପତ୍ନୀ ସ୍ତ୍ରୀ; ଯେଉଁ ସ୍ତ୍ରୀର ସଉତୁଣୀ ନାହିଁ — A wife having no rival
  • ସଂ. ବି. ସ୍ତ୍ରୀ (ଏକ+ପତ୍ନୀ) — ଅଦ୍ୱିତୀୟା ଭାର୍ଯ୍ୟା; ସ୍ୱାମୀର ପ୍ରଥମ ବା ଏକମାତ୍ର ସ୍ତ୍ରୀ — Single wife
  • ସଂ. ବି. ସ୍ତ୍ରୀ (ଏକ+ପତ୍ନୀ) — ସତୀ; ପତିବ୍ରତା ସ୍ତ୍ରୀ — A chaste and dutiful wife
  • ସଂ. ବିଣ. ପୁଂ — (ବହୁବ୍ରୀହି; ଏକ+ପତ୍ନୀ)—ଏକପତ୍ନୀକ (ଦେଖ) — Ekapatnīka (See)