ଏକପତ୍ନୀକ Ekapatnīka
- ସଂ. ବିଣ. ପୁଂ (ବହୁବ୍ରୀହି; ଏକ+ପତ୍ନୀ) — ଯାହାର ଗୋଟିଏ ମାତ୍ର ପତ୍ନୀ ଥାଏ — Having one wife only
- ସଂ. ବିଣ. ପୁଂ (ବହୁବ୍ରୀହି; ଏକ+ପତ୍ନୀ) — ଯେ ଏକ ପତ୍ନୀ ଛଡା ଅନ୍ୟ ସ୍ତ୍ରୀସଙ୍ଗ କରେ ନାହିଁ — Chaste; devoted to one wife only (husband)
- ସଂ. ବିଣ. ପୁଂ (ବହୁବ୍ରୀହି; ଏକ+ପତ୍ନୀ) — ଯେ ସତୀ ସ୍ତ୍ରୀର ସ୍ୱାମୀ — (one) Having a chaste and devoted wife