ଏକତରଫା Ekataraphā
- ଦେ. ବିଣ. ଗୋଟିଏ ପକ୍ଷ ଅବଲମ୍ବନକାରୀ — One-sided
- ଦେ. ବିଣ. ଏକମାତ୍ର ଦିଗ ବା ଅଞ୍ଚଳରେ ଘଟିଥିବା — Happening in one quarter or locality only
- ଦେ. ବିଣ. (କଚିରିଆ) ଏକ ପକ୍ଷରେ ଉକ୍ତି ଶୁଣି ସିଦ୍ଧାନ୍ତ କରାଯିବା (ବିଷୟ, ମକଦମା ବା ଡିଗ୍ରୀ) — Exparte; decided exparte