ଏକତର Ekatara

  • ସଂ. ବି. (ଏକ+ତର; ଦୁଇମଧ୍ୟରେ ଏକର ନିର୍ଧାରଣାର୍ଥ) — ଦୁଇ ମଧ୍ୟରୁ ଏକ — one of the two; either
  • ସଂ. ବି. (ଏକ+ତର; ଦୁଇମଧ୍ୟରେ ଏକର ନିର୍ଧାରଣାର୍ଥ) — ଭିନ୍ନାର୍ଥକ — Of different significance