ଏକତନ୍ତ୍ର Ekatantra
- ସଂ. ବି—(ଏକ+ତନ୍ତ୍ର=ଶାସନ) — ଏକ ପ୍ରଭୁ ବା ଅଧ୍ୟକ୍ଷ ଦ୍ୱାରା ରାଜ୍ୟଶାସନ ପ୍ରଣାଳୀ — Absolute monarchy; system of government in which one person is invested with supreme power
- ସଂ. ବି—(ଏକ+ତନ୍ତ୍ର=ଶାସନ) — ଏକତାରା ବାଦ୍ୟଯନ୍ତ୍ର — A one stringed musical instrument
- ସଂ. ବିଣ — ଏକ ପ୍ରଭୁର ଶାସନାଧୀନ — Monarchical (form of government); having one overlord
- ସଂ. ବିଣ — ଏକମାତ୍ର ତନ୍ତ୍ର ବା ସୂତ୍ରବିଶିଷ୍ଟ; ଏକସରିଆ — Having one string only; (e.g. a bow