ଏକତା Ekatā

  • ସଂ. ବି. ସ୍ତ୍ରୀ—(ଏକ+ଭାବ. ତା) — ମେଳ; ଏକତ୍ୱ; ଐକ୍ୟ — Unity
  • ସଂ. ବି. ସ୍ତ୍ରୀ—(ଏକ+ଭାବ. ତା) — ପରସ୍ପର ମିଳନ — Union amongst many
  • ସଂ. ବି. ସ୍ତ୍ରୀ—(ଏକ+ଭାବ. ତା) — ଅଭେଦ — Identity
  • ସଂ. ବି. ସ୍ତ୍ରୀ—(ଏକ+ଭାବ. ତା) — ସାମ୍ୟ — Equality; similarity
  • ସଂ. ବି. ସ୍ତ୍ରୀ—(ଏକ+ଭାବ. ତା) — ପୂର୍ଣ୍ଣତା — Entity
  • ସଂ. ବି. ସ୍ତ୍ରୀ—(ଏକ+ଭାବ. ତା) — ଏକପ୍ରକାର ମୁକ୍ତି — A kind of salvation