ଏକତରଫା ବିଚାର Ekataraphā bichāra

  • ଦେ. ବି — ଏକ ପକ୍ଷରେ ଉପସ୍ଥିତିରେ ଅନ୍ୟ ପକ୍ଷର ଅନୁପସ୍ଥିତିରେ କରାଯିବା ବିଚାର; ଏକ ପକ୍ଷର ମାତ୍ର ପ୍ରମାଣ ଶୁଣି କରାଯିବା ନିଷ୍ପତ୍ତି — Exparte trial