ଉପହ୍ୱର Upahwara

  • ସଂ. ବି. (ଉପ=ନିକଟ+ହୃ ଧାତୁ=କୁଟିଳ ହେବା+ ଅଧିକରଣ. ଅ) — — 1 । ନିର୍ଜନ ସ୍ଥାନ; ବିଜନ — 1 ନିର୍ଜନ ସ୍ଥାନ; ବିଜନ
  • ସଂ. ବି. (ଉପ=ନିକଟ+ହୃ ଧାତୁ=କୁଟିଳ ହେବା+ ଅଧିକରଣ. ଅ) — ସମୀପ; ନିକଟ — Nearness; proximity
  • ସଂ. ବି. (ଉପ=ନିକଟ+ହୃ ଧାତୁ=କୁଟିଳ ହେବା+ ଅଧିକରଣ. ଅ) — ରଥ — Car
  • ସଂ. ବି. (ଉପ=ନିକଟ+ହୃ ଧାତୁ=କୁଟିଳ ହେବା+ ଅଧିକରଣ. ଅ) — ଯୁଦ୍ଧ — War