ଉପାକରଣ Upākaraṇa
- ସଂ. ବି. (ଉପ=ନିକଟ+ଆ=ସମ୍ୟକ୍+କୃ ଧାତୁ=କରିବା, ପାଠକରିବା, ବଧକରିବା+ଭାବ.ଅନ) — — 1 । ସଂସ୍କାରପୂର୍ବକ ବେଦଗ୍ରହଣ — 1 ସଂସ୍କାରପୂର୍ବକ ବେଦଗ୍ରହଣ
- ସଂ. ବି. (ଉପ=ନିକଟ+ଆ=ସମ୍ୟକ୍+କୃ ଧାତୁ=କରିବା, ପାଠକରିବା, ବଧକରିବା+ଭାବ.ଅନ) — ମନ୍ତ୍ରସଂସ୍କାରପୂର୍ବକ ପଶୁହନନ; ଦେବତାଙ୍କ ଆଗେ ବୋଦା ପକାଇବା — Killing of a beast as sacrifice after due consecration
- ସଂ. ବି. (ଉପ=ନିକଟ+ଆ=ସମ୍ୟକ୍+କୃ ଧାତୁ=କରିବା, ପାଠକରିବା, ବଧକରିବା+ଭାବ.ଅନ) — 3 . ଆରମ୍ଭ — 3. ଆରମ୍ଭ—-3. Beginning