ଉପାଖ୍ୟାନ Upākhyāna

  • ସଂ. ବି. (ଉପ=କଳ୍ପିତ+ଆ+ଖ୍ୟା ଧାତୁ=କହିବା+ କର୍ମ. ଅନ) — — 1 । ଗପ; କଳ୍ପିତ ବୃତ୍ତାନ୍ତ ସମ୍ବଳିତ ଗଦ୍ୟ ରଚନା — 1 ଗପ; କଳ୍ପିତ ବୃତ୍ତାନ୍ତ ସମ୍ବଳିତ ଗଦ୍ୟ ରଚନା
  • ସଂ. ବି. (ଉପ=କଳ୍ପିତ+ଆ+ଖ୍ୟା ଧାତୁ=କହିବା+ କର୍ମ. ଅନ) — ଉପନ୍ୟାସ — Novel; fable; anecdote
  • ସଂ. ବି. (ଉପ=କଳ୍ପିତ+ଆ+ଖ୍ୟା ଧାତୁ=କହିବା+ କର୍ମ. ଅନ) — ଇତିବୃତ୍ତ — Narrative; history; episode
  • ସଂ. ବି. (ଉପ=କଳ୍ପିତ+ଆ+ଖ୍ୟା ଧାତୁ=କହିବା+ କର୍ମ. ଅନ) — (+ଭାବ. ଅନ) ବିଶେଷ କଥନ — Narration; description