ଉପାଗତ Upāgata

  • ସଂ. ବିଣ. (ଉପ=ନିକଟକୁ+ଆ+ଗମ ଧାତୁ=ଯିବା+ କର୍ତ୍ତୃ. ତ) — — 1 । ଉପସ୍ଥିତ — 1 ଉପସ୍ଥିତ
  • ସଂ. ବିଣ. (ଉପ=ନିକଟକୁ+ଆ+ଗମ ଧାତୁ=ଯିବା+ କର୍ତ୍ତୃ. ତ) — ଘଟିଥିବା — Occurred
  • ସଂ. ବିଣ. (ଉପ=ନିକଟକୁ+ଆ+ଗମ ଧାତୁ=ଯିବା+ କର୍ତ୍ତୃ. ତ) — (+କର୍ମ. ତ) ପ୍ରାପ୍ତ — Received; attained
  • ସଂ. ବିଣ. (ଉପ=ନିକଟକୁ+ଆ+ଗମ ଧାତୁ=ଯିବା+ କର୍ତ୍ତୃ. ତ) — ଅନୁମୋଦିତ — Approved
  • ସଂ. ବିଣ. (ଉପ=ନିକଟକୁ+ଆ+ଗମ ଧାତୁ=ଯିବା+ କର୍ତ୍ତୃ. ତ) — ସ୍ୱୀକୃତ — Agreed to
  • ସଂ. ବିଣ. (ଉପ=ନିକଟକୁ+ଆ+ଗମ ଧାତୁ=ଯିବା+ କର୍ତ୍ତୃ. ତ) — ପ୍ରତିଶ୍ରୁତ; ଅଙ୍ଗୀକୃତ — Promised