ଉପହାସାସ୍ପଦ Upahāsāspada

  • ସଂ. ବି. ( 6 ଷ୍ଠୀ ତତ୍; ଉପହାସ+ଆସ୍ପଦ=ସ୍ଥାନ) — ଯାହାକୁ ଉପହାସ କରାଯାଏ
  • ସଂ. ବିଣ — ଉପହାସର ଯୋଗ୍ୟ; ଉପହସନୀୟ — Ridiculous