ଉପହସିତ Upahasita
- ସଂ. ବିଣ. (ଉପ+ହସ ଧାତୁ=ହସିବା+କର୍ମ. ତ) — ଥଟ୍ଟା କରା ଯାଇଥିବା; ଘୃଣିତ — Sneered at; laughed at; derided
- ସଂ. ବିଣ. (ଉପ+ହସ ଧାତୁ=ହସିବା+କର୍ମ. ତ) — (+କର୍ତ୍ତୃ. ତ) ଥଟ୍ଟା କରୁଥିବା — Sneering; laughing
- ସଂ. ବି. (+ଭାବ. ତ) — ଉପହାସ — Derision; joke
- ସଂ. ବି. (+ଭାବ. ତ) — ହାସ୍ୟ — Laughter
- ସଂ. ବି. (+ଭାବ. ତ) — ଶିରଃ କମ୍ପନ ସହିତ ହସ — Laughter accompanied by shaking the head (M.W.)