ଉପସ୍ପୃଷ୍ଟ Upaspṛushṭa

  • ସଂ. ବିଣ. (ଉପ=ସଦୃଶ+ସ୍ପୃଶ ଧାତୁ=ଛୁଇଁବା+କର୍ତ୍ତୃ. ତ) — — 1 । ଆଚମନ କରିଥିବା; ଆଚାନ୍ତ — 1 ଆଚମନ କରିଥିବା; ଆଚାନ୍ତ
  • ସଂ. ବିଣ. (ଉପ=ସଦୃଶ+ସ୍ପୃଶ ଧାତୁ=ଛୁଇଁବା+କର୍ତ୍ତୃ. ତ) — ସ୍ନାତ — Bathed
  • ସଂ. ବିଣ. (ଉପ=ସଦୃଶ+ସ୍ପୃଶ ଧାତୁ=ଛୁଇଁବା+କର୍ତ୍ତୃ. ତ) — (+କର୍ମ. ତ) ସଂସୃଷ୍ଟ — Connected
  • ସଂ. ବିଣ. (ଉପ=ସଦୃଶ+ସ୍ପୃଶ ଧାତୁ=ଛୁଇଁବା+କର୍ତ୍ତୃ. ତ) — ଈଷତ୍ସ୍ପୃଷ୍ଟ — Slightly touched