ଉପସ୍ୱତ୍ୱ Upaswatwa
- ସଂ. ବି. (ଉପ+ସ୍ୱତ୍ତ୍ୱ=ସ୍ୱାମିତ୍ୱ) — ସମ୍ପତ୍ତିର ଆୟ; ଲାଭ
- ଦେ. ବି. (କଚିରିଆ ବ୍ୟବହାର) — କୌଣସି ଜମି ବା ସମ୍ପତ୍ତିରେ ମାଲିକ ସ୍ୱତ୍ତ୍ୱର ନିମ୍ନ ସ୍ୱତ୍ତ୍ୱ — A secondary right over property; any right inferior to proprietory right
- ଦେ. ବି. (କଚିରିଆ ବ୍ୟବହାର) — ଜମିରେ ବହୁକାଳ ଦଖଲ କରିବା ଲୋକର ଜନ୍ମିଥିବା ସ୍ୱତ୍ୱ — Occupancy right over land
- ଦେ. ବି. (କଚିରିଆ ବ୍ୟବହାର) — ଅନ୍ୟ ବ୍ୟକ୍ତିର ସମ୍ପତ୍ତିରେ ବହୁକାଳ ବ୍ୟବହାରଜନିତ ସ୍ୱତ୍ୱ — Right of easement over another's land
- ଦେ. ବି. (କଚିରିଆ ବ୍ୟବହାର) — ଜମିଦାରକୁ ପ୍ରଜା ଜମିପାଇଁ ଦେବା ଖଜଣା — Rent paid by a tenant to the landlord