ଉପହସନୀୟ Upahasanīya

  • ସଂ. ବିଣ. (ଉପ+ହସ ଧାତୁ=ହସିବା+କର୍ମ. ଅନୀୟ) — ଥଟ୍ଟା କରାଯିବାର ଯୋଗ୍ୟ — Laughable
  • ସଂ. ବିଣ. (ଉପ+ହସ ଧାତୁ=ହସିବା+କର୍ମ. ଅନୀୟ) — ଉପହାସ ଯୋଗ୍ୟ — Ridiculous