ଉପଲକ୍ଷ Upalaksha
- ସଂ. ବି. (ଉପ+ଲକ୍ଷ) — ଅବଲମ୍ବନ — Prop; Support
- ସଂ. ବି. (ଉପ+ଲକ୍ଷ) — ପ୍ରୟୋଜନ — Occasion; necessity; use
- ସଂ. ବି. (ଉପ+ଲକ୍ଷ) — ଉଦ୍ଦେଶ୍ୟ — Object; intention; purpose; something kept in view
- ସଂ. ବି. (ଉପ+ଲକ୍ଷ) — ଚିହ୍ନ; ଲକ୍ଷଣ — Mark; sign
- ସଂ. ବି. (ଉପ+ଲକ୍ଷ) — ସଂଜ୍ଞା; ଗୁଣ ସୂଚକ ନାମ — Designation
- ସଂ. ବି. (ଉପ+ଲକ୍ଷ) — ଊହ୍ୟ ତୁଳନାତ୍ମକ ନାମ — Elliptical designation
- ସଂ. ବି. (ଉପ+ଲକ୍ଷ) — ଅନୁମାନ — Inference; deduction
- ସଂ. ବି. (ଉପ+ଲକ୍ଷ) — ତୁଳନାତ୍ମକ ସୂଚନା — Indication based on comparision
- ସଂ. ବି. (ଉପ+ଲକ୍ଷ) — ତୁଳନା — Comparison
- ସଂ. ବି. (ଉପ+ଲକ୍ଷ) — ସାଦୃଶ୍ୟ — Similarity
- ସଂ. ବି. (ଉପ+ଲକ୍ଷ) — ସଙ୍କେତ — Signal
- ବିଣ. — ତୁଳନୀୟ — Comparable