ଉପଲକ୍ଷଣ Upalakshaṇa

  • ସଂ. ବି. ପୁଂ. (ଉପ=ଅଧିକ+ଲକ୍ଷଣ=ଚିହ୍ନ) — ଚିହ୍ନ; ବିଶିଷ୍ଟ ଲକ୍ଷଣ — Sign; distinctive mark
  • ସଂ. ବି. ପୁଂ. (ଉପ=ଅଧିକ+ଲକ୍ଷଣ=ଚିହ୍ନ) — ତୁଳନାତ୍ମକ ବାକ୍ୟାଳଙ୍କାରବିଶେଷ; ଅନ୍ୟ ପଦାର୍ଥର ସମ୍ବନ୍ଧସ୍ଥାପକ ବସ୍ତ୍ୱନ୍ତରର ଉଦ୍ବୋଧନ — A figure of speech; analogy; the figure synecdoche
  • ସଂ. ବି. ପୁଂ. (ଉପ=ଅଧିକ+ଲକ୍ଷଣ=ଚିହ୍ନ) — ଲକ୍ଷଣାଦ୍ୱାରା ଅନ୍ୟ ବସ୍ତୁର ବୋଧ କରାଇବା
  • ସଂ. ବି. ପୁଂ. (ଉପ=ଅଧିକ+ଲକ୍ଷଣ=ଚିହ୍ନ) — ବସ୍ତୁର ଅଂଶଦ୍ୱାରା ପୂର୍ଣ୍ଣ ବସ୍ତୁର ସୂଚନା କରାଇବା
  • ସଂ. ବି. ପୁଂ. (ଉପ=ଅଧିକ+ଲକ୍ଷଣ=ଚିହ୍ନ) — ଏକ ବିଷୟର ଉଲ୍ଲେଖଦ୍ୱାରା ବହୁ ବିଷୟାନ୍ତରର ସୂଚନା କରାଇବା ପ୍ରଣାଳୀ
  • ସଂ. ବି. ପୁଂ. (ଉପ=ଅଧିକ+ଲକ୍ଷଣ=ଚିହ୍ନ) — (ନ୍ୟାୟ) ସୂଚନା — (logic) Connotation
  • ସଂ. ବି. ପୁଂ. (ଉପ=ଅଧିକ+ଲକ୍ଷଣ=ଚିହ୍ନ) — ବିଶେଷଣ — Adjective; adjunct