ଉପଲକ୍ଷିତ Upalakshita

  • ସଂ. ବିଣ. (ଉପ+ଲକ୍ଷ୍ ଧାତୁ=ଚିହ୍ନ କରିବା+କର୍ମ. ତ) — ସୂଚନାଦ୍ୱାରା ବୋଧଗମ୍ୟ ହୋଇଥିବା — Indicated by hint
  • ସଂ. ବିଣ. (ଉପ+ଲକ୍ଷ୍ ଧାତୁ=ଚିହ୍ନ କରିବା+କର୍ମ. ତ) — ସୂଚିତ — Implied; indicated; hinted at
  • ସଂ. ବିଣ. (ଉପ+ଲକ୍ଷ୍ ଧାତୁ=ଚିହ୍ନ କରିବା+କର୍ମ. ତ) — ଯୁକ୍ତ; ବିଶିଷ୍ଟ — Possessed of
  • ସଂ. ବିଣ. (ଉପ+ଲକ୍ଷ୍ ଧାତୁ=ଚିହ୍ନ କରିବା+କର୍ମ. ତ) — ଯୁକ୍ତିଦ୍ୱାରା ଅନୁମିତ — Deduced; inferred
  • ସଂ. ବିଣ. (ଉପ+ଲକ୍ଷ୍ ଧାତୁ=ଚିହ୍ନ କରିବା+କର୍ମ. ତ) — ତୁଳିତ — Compared
  • ସଂ. ବିଣ. (ଉପ+ଲକ୍ଷ୍ ଧାତୁ=ଚିହ୍ନ କରିବା+କର୍ମ. ତ) — କଳ୍ପିତ — Guessed; hypothesized