ଉପରୋଧୀ Uparodhī

  • ସଂ. ବିଣ. ପୁଂ. (ଉପରୋଧ+ଅଛି ଅର୍ଥେ ଇନ୍; 1 ମା. 1 ବ) — ଉପରୋଧକ (ଦେଖ)
  • ଦେ. ବିଣ — ଯେଉଁ ବ୍ୟକ୍ତି ଅନ୍ୟର ଅନୁରୋଧରେ ପଡ଼ି କାର୍ଯ୍ୟ କରେ
  • ଦେ. ବିଣ — ଅଯଥା ଅନୁଗ୍ରହକାରୀ — Unduly partial
  • ଦେ. ବିଣ — ଉପରୋଧମିଛୁଆ (ଦେଖ) — Uparodhamichhuā (See)