ଉପଲକ୍ଷରେ Upalakshare

  • ଦେ. କ୍ରି. ବିଣ — କୌଣସି ଘଟନାକ୍ରମେ
  • ଦେ. କ୍ରି. ବିଣ — କୌଣସି ଘଟନା ସମ୍ବନ୍ଧରେ; ଘଟନା ପ୍ରସଙ୍ଗରେ
  • ଦେ. କ୍ରି. ବିଣ — ଫଳରେ — In pursuance of
  • ଦେ. କ୍ରି. ବିଣ — କୌଣସି ବିଶେଷ ଘଟଣା ଘଟୁଥିବାର ଅବସର ବା ସୁଯୋଗ ପାଇ — Taking advantage of a particular event