ଉପପ୍ଳୁତ Upapḻuta

  • ସଂ. ବିଣ (ଉପ+ପ୍ଳୁ ଧାତୁ+କର୍ମ. ତ) — ରାହୁଗ୍ରସ୍ତ — Eclipsed
  • ସଂ. ବିଣ (ଉପ+ପ୍ଳୁ ଧାତୁ+କର୍ମ. ତ) — ଉପଦ୍ରୁତ; ଉପଦ୍ରବଗ୍ରସ୍ତ — Oppressed
  • ସଂ. ବିଣ (ଉପ+ପ୍ଳୁ ଧାତୁ+କର୍ମ. ତ) — ବିପଦଗ୍ରସ୍ତ — Assailed or overtaken by calamity
  • ସଂ. ବିଣ (ଉପ+ପ୍ଳୁ ଧାତୁ+କର୍ମ. ତ) — ପୀଡ଼ିତ — Sick
  • ସଂ. ବିଣ (ଉପ+ପ୍ଳୁ ଧାତୁ+କର୍ମ. ତ) — ଭୀତ — Frightened