ଉପବକ୍ତା Upabaktā

  • ସଂ. ବିଣ (ଉପ=ସମୀପ+ବଚ୍ ଧାତୁ=କହିବା+କର୍ତ୍ତୃ. ତୃ) — ଉପଦେଶ ଦେବାବାଲା — Instructor
  • ସଂ. ବି — ଉପଦେଷ୍ଟା — Instructor
  • ସଂ. ବି — ଉପଦର୍ଶକ; ଯଜ୍ଞର ଋତ୍ୱିକବିଶେଷ; ଯେ ଯଜ୍ଞରେ କୃତାକୃତବ୍ୟାପାର ଦର୍ଶନ କରନ୍ତି — Supervising priest in a fire-sacrifice
  • ସଂ. ବି — ଯଜ୍ଞାଦିରେ ନିଯୁକ୍ତ ବ୍ରହ୍ମା ବା ସଦସ୍ୟ — A Prist selected or invited for officiating in a fire-sacrifice