ଉପପୁଷ୍ପିକା Upapushpikā

  • ସଂ. ବି (ଉପ+ପୁଷ୍ପ ଧାତୁ=ଫୁଟିବା+ଅକ+ସ୍ତ୍ରୀ. ଆ ଏହା ମୁହଁରେ ପୁଷ୍ପ ପରି ଫୁଟେ ବୋଲି) — —ଜୃମ୍ଭା; ହାଇ — Yawning