ଉପବର୍ଣ୍ଣନ Upabarṇṇana

  • ସଂ. ବି (ଉପ=ସମ୍ୟକ୍+ବର୍ଣ୍ଣ ଧାତୁ=ବର୍ଣ୍ଣନା କରିବା+ଭାବ. ଅନ) — ସମ୍ୟକ୍ କୀର୍ତ୍ତନ; ସମ୍ୟକ୍ବର୍ଣ୍ଣନ; ବିବରଣ — Excallent description; delineation
  • ସଂ. ବି (ଉପ=ସମ୍ୟକ୍+ବର୍ଣ୍ଣ ଧାତୁ=ବର୍ଣ୍ଣନା କରିବା+ଭାବ. ଅନ) — କୌଣସି ବସ୍ତୁ ସ୍ୱରୂପ, ଲକ୍ଷଣ ଓ ଗୁଣମାନ — Detailed or minute description
  • ସଂ. ବି (ଉପ=ସମ୍ୟକ୍+ବର୍ଣ୍ଣ ଧାତୁ=ବର୍ଣ୍ଣନା କରିବା+ଭାବ. ଅନ) — ଠିକ୍ ବର୍ଣ୍ଣନା — Exact account