ଉପପୁରାଣ Upapurāṇa

  • ସଂ. ବି. (ଉପ=ସାମାନ୍ୟ+ପୁରାଣ) — କ୍ଷୁଦ୍ରପୁରାଣ
  • ସଂ. ବି. (ଉପ=ସାମାନ୍ୟ+ପୁରାଣ) — (ଦ୍ର—ପୁରାଣ ତଳେ ନୋଟ ଦେଖ) — Minor or secondary treatise on Hindu cosmogeny (18 in number)
  • ସଂ. ବି. (ଉପ=ସାମାନ୍ୟ+ପୁରାଣ) — (ଦ୍ର—ପୁରାଣ ତଳେ ନୋଟ ଦେଖ)